translate-calculator.com

Download Oriya Odia Dictionary APP

Activity Oriya Odia Meaning

କ୍ରିୟାକଳାପ, କ୍ରିୟାଶୀଳତା, ଗତିବିଧି, ନୈସର୍ଗିକ ପ୍ରକ୍ରିୟା, ପ୍ରାକୃତିକ କ୍ରିୟା, ପ୍ରାକୃତିକ ପ୍ରକ୍ରିୟା, ଶାରୀରିକ କ୍ରିୟା, ସକ୍ରିୟତା

Definition

କାହାରି ଚାଲିଚଳନ ବା ତାଙ୍କଦ୍ୱାରା କରାଯାଉଥିବା କାର୍ଯ୍ୟଆଦିର ରଙ୍ଗଢ଼ଙ୍ଗ

Example

ଆପଣଙ୍କୁ ଆପଣଙ୍କ ପୁଅର ଗତିବିଧି ଉପରେ ଧ୍ୟାନ ରଖିବାକୁ ପଡ଼ିବ

For more Download Oriya Odia Dictionary APP