Addendum Oriya Odia Meaning
ପରିଶିଷ୍ଟ
Definition
କୌଣସି ପୁସ୍ତକର ଅତିରିକ୍ତ ଅଂଶ ଯେଉଁଥିରେ କିଛି ଏଭଳି କଥା ଦିଆଯାଇଥାଏ ଯାହାଦ୍ୱାରା ତାର ଉପଯୋଗିତା ଅଥବା ମହତ୍ୱ ବଢେ
Example
ବହିର ପରିଶିଷ୍ଟ ପଢି ହିଁ ଜଗନ ତାକୁ କିଣିନେଲା
ପରିଶିଷ୍ଟ
କୌଣସି ପୁସ୍ତକର ଅତିରିକ୍ତ ଅଂଶ ଯେଉଁଥିରେ କିଛି ଏଭଳି କଥା ଦିଆଯାଇଥାଏ ଯାହାଦ୍ୱାରା ତାର ଉପଯୋଗିତା ଅଥବା ମହତ୍ୱ ବଢେ
ବହିର ପରିଶିଷ୍ଟ ପଢି ହିଁ ଜଗନ ତାକୁ କିଣିନେଲା