Altercation Oriya Odia Meaning
କେଟରେକେଟରେ, ଖିଚଖିଚ
Definition
ନିତିଦିନ ବା ସବୁବେଳେ ହୋଇଚାଲିଥିବା କଳି ବା ଝଗଡ଼ା
Example
ପତ୍ନୀଙ୍କ ଖିଚ୍ଖିଚ୍ରେ ବ୍ୟାକୁଳ ହୋଇ ସେ ଘର ଛାଡ଼ି ଚାଲିଗଲେ