Ambassador Oriya Odia Meaning
ଦୂତ, ରାଜଦୂତ, ରାଜପ୍ରତିନିଧି, ରାଷ୍ଟ୍ରଦୂତ
Definition
କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
Example
ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ