Authority Oriya Odia Meaning
ଅଧିକାରୀ, ଆତ୍ମବିଶ୍ବାସ, କ୍ଷମତାଧାରୀ, କ୍ଷମତାପନ୍ନ, ପ୍ରାଧିକରଣ, ବିଶେଷାଧିକରଣ, ଶାସକ, ସତ୍ତାଧାରୀ
Definition
କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
Example
ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚିତ ନୁହେଁ