Battle Cry Oriya Odia Meaning
ଆକ୍ରମଣ ନାଦ, ଯୁଦ୍ଧନାଦ, ଯୁଦ୍ଧବାଜଣା, ରଣବାଦ୍ୟ, ରଣଭେରୀ, ସିଂହନାଦ
Definition
ଯୁଦ୍ଧ ସମୟରେ ହେଉଥିବା ଶବ୍ଦ
Example
ଯୁଦ୍ଧନାଦ ଶୁଣୁ ଶୁଣୁହିଁ ସୈନିକ ଶତ୍ରୁଙ୍କ ଉପରକୁ ଡେଇଁ ପଡ଼ିଲେ