Blood Bank Oriya Odia Meaning
ବ୍ଳଡ ବ୍ୟାଙ୍କ
Definition
ଯେଉଁ ସ୍ଥାନରେ କୌଣସି ବ୍ୟକ୍ତିର ଶରୀରରୁ ବାହାର କରାଯାଇଥିବା ରକ୍ତ ଓ ପ୍ଳାବିକା ( ବ୍ଳଡ ପ୍ଲାଜାମା) ସୁରକ୍ଷିତ ରଖା ଯାଏ ଓ ଆବଶ୍ୟକତା ଅନୁସାରେ କାହାକୁ ଦିଆଯାଇଥାଏ
Example
ସେ ରକ୍ତ ଆଣିବା ପାଇଁ ବ୍ଳଡବ୍ୟାଙ୍କ ଯାଇଛି