translate-calculator.com

Download Oriya Odia Dictionary APP

Boycott Oriya Odia Meaning

ବର୍ଜନ, ବହିଷ୍କରଣ, ବହିଷ୍କାର

Definition

କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ

Example

ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ

For more Download Oriya Odia Dictionary APP