Burst Oriya Odia Meaning
ଉଦ୍ଗିରଣ ହେବା, ଫାଟିବା, ଫୁଟିବା
Definition
କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ
Example
ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା