Capricorn The Goat Oriya Odia Meaning
ମକର, ମକରରାଶି
Definition
ବାର ରାଶିମାନଙ୍କରୁ ଦଶମ ରାଶି ଯେଉଁଥିରେ ଉତ୍ତରାଷାଢ଼ା ନକ୍ଷତ୍ରର ଶେଷ ତିନିପାଦ, ପୂରା ଶ୍ରବଣ ନକ୍ଷତ୍ର ଏବଂ ଧନିଷ୍ଠାର ପ୍ରଥମ ଦୁଇପାଦ ଅବସ୍ଥିତ
Example
ମୁଁ ମକର ରାଶିର ବାର୍ଷିକ ଭବିଷ୍ୟଫଳ ଜାଣିବାକୁ ଚାହେଁ