Cholera Oriya Odia Meaning
ବିଶୂଚିକା, ମହାମାରୀ, ହଇଜା
Definition
ବାନ୍ତି ଝାଡ଼ାଯୁକ୍ତ ଏକ ଭୟଙ୍କର ସଂକ୍ରାମକ ରୋଗ
Example
ଆଗକାଳରେ ହଇଜା ବ୍ୟାପିଲେ ଲୋକେ ଗାଁ ଛାଡ଼ି ପଳାଉଥିଲେ କାରଣ ବହୁଲୋକ ଏହି ମହାମାରୀର ଶିକାର ହେଉଥିଲେ