Covetous Oriya Odia Meaning
ଅର୍ଥଲୋଭୀ, ଅସୂଯାଯୁକ୍ତ, ଈର୍ଷାତ୍ମକ, ଈର୍ଷାଯୁକ୍ତ, ଈର୍ଷାଳୁ, ଈର୍ଷ୍ୟାଳୁ, ଟଙ୍କାଲୋଭୀ, ଧନଲୋଭୀ, ଧନଲୋଲୁପ
Definition
କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
Example
କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ / ଲୋଭ ଖରାପ ବିଷୟ