Decimal Point Oriya Odia Meaning
ଦଶମିକ
Definition
ଗଣିତରେ ଏକଠାରୁ କମ୍ ମାନ ଅଥବା ଏକର କୌଣସି ଅଂଶ ସୂଚିତ କରୁଥିବା ସେହି ଚିହ୍ନ ଯେଉଁଥିରେ ଭାଗ କରୁଥିବା ଅଙ୍କ ଦଶ ବା ତାହାର ଦଶଗୁଣ, ଶହେଗୁଣ, ହଜାରେଗୁଣଆଦି ହୋଇଥାଏ
Example
ତିନ ଦଶମିକ ସାତର (୩.୭)ଅର୍ଥ ହେଉଛି ତିନ ପୂର୍ଣ୍ଣସଂଖ୍ୟା ଏବଂ ଏକର ଦଶ ଭାଗରୁ ସାତଭାଗ