Desire Oriya Odia Meaning
ଅଭିଳାଷ, ଅରମନ, ଆକାଂକ୍ଷା, ଆଶା, ଇଚ୍ଛା, ଇଚ୍ଛା କରିବା, ଇଚ୍ଛା ହେବା, କାମନା, କାମନା କରିବା, ପିପାସା, ବାଞ୍ଛା କରିବା, ମନ, ମନ କରିବା, ମନହେବା, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଲିପ୍ସା, ଳାଳସା
Definition
ଯାହା ଇଚ୍ଛା କରାଯାଇଛି
Example
ମଣିଷର ଈପ୍ସିତ କାମନା ସବୁବେଳେ ପୂର୍ଣ୍ଣ ହୁଏନାହିଁ