Determination Oriya Odia Meaning
ଅଟଳ ପ୍ରତିଜ୍ଞା, ଅବଧାରଣ, ଦୃଢପ୍ରତିଜ୍ଞା, ଦୃଢସଂକଳ୍ପ, ନିର୍ଣ୍ଣୟ, ନିର୍ଦ୍ଧାରଣ, ନିଷ୍କର୍ଷ, ନିଷ୍ପତ୍ତି, ଫଳାଫଳ, ବ୍ୟବସ୍ଥାପନ, ଭୀଷ୍ମ ପ୍ରତିଜ୍ଞା, ସିଦ୍ଧାନ୍ତ
Definition
ବିଚାର ବା ବିବେଚନା ଶେଷରେ ବାହାରୁଥିବା ସିଦ୍ଧାନ୍ତ
Example
ଘଣ୍ଟାକର କଠିନ ପରିଶ୍ରମ ପରେ ଯାଇ ଆମେ ଏହି ଲେଖାର ନିଷ୍କର୍ଷ ପାଇଲୁ