Dissension Oriya Odia Meaning
ଅନୈକ୍ୟ, ମତଭିନ୍ନତା, ମତଭେଦ, ମତାନ୍ତର
Definition
କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ
Example
ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି