Drunk Oriya Odia Meaning
ନିଶାଖୋର, ନିଶାସକ୍ତ, ପ୍ରମତ୍ତ, ମତୁଆଲା, ମତ୍ତ, ମଦମସ୍ତ, ମଦାନ୍ଧ, ମଦୁଆ, ମଦୋନ୍ମତ୍ତ, ମଦ୍ୟପ
Definition
ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
Example
ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା