Emolument Oriya Odia Meaning
ପାରିଶ୍ରମିକ, ମଜୁରୀ, ମୂଲ୍ୟ, ଶ୍ରମମୂଲ୍ୟ
Definition
କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ
Example
ଉଚିତ୍ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ