Equatorial Oriya Odia Meaning
ବିଷୁବବୃତ୍ତୀୟ, ବିଷୁବମଣ୍ଡଳୀୟ, ବିଷୁବରୈଖିକ, ଭୂମଧ୍ୟରୈଖିକ
Definition
ବିଷୁବ ରେଖାସହ ସମ୍ବନ୍ଧିତ ବା ବିଷୁବ ରେଖାର
Example
ତୁମେ କହିପାରିବ କି ବିଷୁବମଣ୍ଡଳୀୟ ଜଳବାୟୁ କିପରି ସୃଷ୍ଟି ହୁଏ?/ ବିଷୁବମଣ୍ଡଳୀୟ ଜଳବାୟୁ ଗରମ ତଥା ଆର୍ଦ୍ର ହୋଇଥିବାରୁ ବୃକ୍ଷଲତାମାନଙ୍କ ପାଇଁ ଉପଯୁକ୍ତ