Fertility Rate Oriya Odia Meaning
ଜନ୍ମ ଅନୁପାତ, ଜନ୍ମ ହାର
Definition
କୌଣସି କ୍ଷେତ୍ରର ଜନ ସଂଖ୍ୟା ତୁଳନାରେ ସେହି କ୍ଷେତ୍ରରେ ଜନ୍ମ (ଜୀବିତ)ର ଅନୁପାତ ଯାହା ବାର୍ଷିକ ପ୍ରତି ହଜାରରେ ଦେଖାଇ ଦିଆଯାଏ
Example
ପରିବାର ନିୟୋଜନ ଚାଲିବାରୁ ଜନ୍ମ ଅନୁପାତ କମ ହୋଇଛି