Find Oriya Odia Meaning
ଅନ୍ୱେଷଣ, ଆବିଷ୍କାର, ଆବିଷ୍କାର କରିବା, ଖୋଜି ବାହାର କରିବା, ପତ୍ତା ଲଗାଇବା, ପୁଣି ପ୍ରାପ୍ତ କରିବା, ପୁଣି ଲାଭ କରିବା, ପୁନର୍ବାର ପାଇବା
Definition
କୌଣସି ବିଷୟର ଅଭିନବ ଅନୁଶୀଳନ କରି ସେ ସଂପର୍କିତ ନୂତନ ତଥ୍ୟ ଜାଣିବା ପ୍ରକ୍ରିୟା
Example
ବୈଜ୍ଞାନିକ ଅନୁସନ୍ଧାନର ଫଳ ହେଉଛି ରୋବଟ୍