Fish Tank Oriya Odia Meaning
ଜଳଜୀବଶାଳା, ଜଳଶାଳା, ମାଛଚାଷ ପୋଖରୀ
Definition
ଯେଉଁ ସ୍ଥାନରେ ଜଳୀୟ ବୃକ୍ଷ ତଥା ଜୀବମାନଙ୍କୁ ପାଳନ ପୋଷଣ କରାଯାଏ
Example
ଜଳଶାଳାରେ ବିଭିନ୍ନ ପ୍ରକାରର ପ୍ରବାଳ, ଶୈବାଳ, ଓ ମାଛ ଆଦି ଜଳୀୟ ଜୀବ ଦେଖିବାକୁ ମିଳେ