Flag Oriya Odia Meaning
କଳା ଝଣ୍ଡା, କଳା ପତାକା, ଦବିବା
Definition
ତିନୋକଣିଆ ବା ବର୍ଗାକାର ଲୁଗାଆଦି ଯାହାର ଗୋଟିଏ ପଟ ବାଉଁଶରେ ଲଗାଯାଇଥାଏ ଏବଂ ଯାହାର ବ୍ୟବହାର ଅସ୍ତିତ୍ୱ, ସଂକେତ ବା ଉତ୍ସବଆଦି ସୂଚିତ କରିବା ନିମନ୍ତେ ହୋଇଥାଏ
Example
ଜଣେ କୃଷକ ନିଜର ବିରୋଧ ଜଣାଇବାପାଇଁ କୃଷି ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲା