Foreword Oriya Odia Meaning
ଅବତରଣିକା, ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ଭୂମିକା, ମୁଖବନ୍ଧ
Definition
କୌଣସି ପୁସ୍ତକଆଦିର ଆରମ୍ଭରେ ଥିବା ବକ୍ତବ୍ୟ ଯେଉଁଥିରୁ ସେ ପୁସ୍ତକରେ ନିହିତ ବିଷୟ ସଂପର୍କରେ ଜାଣିହୁଏ
Example
ଏହି ପୁସ୍ତକର ଭୂମିକା ବହୁତ ଭବିଚିନ୍ତି ଲେଖାଯାଇଛି