Ganges River Oriya Odia Meaning
ଗଙ୍ଗା, ଗଙ୍ଗା ନଦୀ, ଜାହ୍ନବୀ, ତ୍ରିଧାରା, ଭାଗୀରଥି, ମନ୍ଦାକିନୀ, ସୁରଧନୀ, ହୈମବତୀ
Definition
ଭାରତର ଏକ ପ୍ରଧାନ ନଦୀ ଯାହାକୁ ଧର୍ମଗ୍ରନ୍ଥରେ ମୋକ୍ଷଦାୟିନୀ ବୋଲି କୁହାଯାଇଛି
Example
ଧର୍ମ-ଗ୍ରନ୍ଥ ଅନୁସାରେ ରାଜା ଭଗୀରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ