Help Oriya Odia Meaning
ପରଷିବା, ବାଢିବା, ସହକାରୀ, ସହଯୋଗ, ସହଯୋଗ କରିବା, ସହଯୋଗକର୍ତ୍ତା , ସହଯୋଗୀ, ସହଯୋଗୀବ୍ୟକ୍ତି, ସହାୟକ, ସହାୟତା, ସହାୟତା କରିବା, ସାହାଯ୍ୟ କରିବା, ସାହାର୍ଯ୍ୟ, ହାତ ବଢେଇବା
Definition
କୌଣସି କାର୍ଯ୍ୟରେ ଏପରି ଯୋଗଦେବା କ୍ରିୟା ଯାହାଦ୍ୱାରା ସେହି କାର୍ଯ୍ୟ ଶିଘ୍ର ଓ ଠିକ୍ ରୂପରେ ହୋଇପାରିବ
Example
ଏହି କାମ କରିବାପାଇଁ ସେ ମୋତେ ସାହାଯ୍ୟ କଲା