House Oriya Odia Meaning
ଆଗାର , ଉଚ୍ଚକୁଳ, କୁଟୁମ୍ବ, କୁଳୀନ ପରିବାର , ଗୃହ, ଘର, ଘର ଦେବା, ଜନ୍ମରାଶି, ଜାଗାଦେବା, ଥିୟେଟର୍, ଧାର୍ମିକ ସଂଘ, ନାଟ୍ୟ ନିକେତନ, ନାଟ୍ୟଗୃହ, ନାଟ୍ୟମନ୍ଦିର, ନାଟ୍ୟଶାଳା, ନିକେତନ, ପରିବାର, ରଙ୍ଗମଂଚ, ରଙ୍ଗାଳୟ, ରାଶି, ସଂଘ, ସଦନ
Definition
ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
Example
ଆମେରିକାରେ ଦୁଇ ବର୍ଷ ରହିବା ପରେ ଶ୍ୟାମ ସ୍ୱଦେଶକୁ ଫେରିଲା