Hyperbole Oriya Odia Meaning
ଅତିଶୟୋକ୍ତି, ଅତିଶୟୋକ୍ତି ଅଳଙ୍କାର
Definition
ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା
Example
ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା
ଅତିଶୟୋକ୍ତି, ଅତିଶୟୋକ୍ତି ଅଳଙ୍କାର
ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା
ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା