Idealism Oriya Odia Meaning
ଆଦର୍ଶବାଦ, ଆଦର୍ଶବାଦିତା
Definition
ଏହି ସିଦ୍ଧାନ୍ତ ଯେ, ମଣିଷକୁ ସବୁବେଳେ ନିଜର ଆଦର୍ଶ ବା ଅତି ଉତ୍ତମ ବିଷୟ ନିଜ ସାମ୍ନାରେ ରଖି ତାର ସିଦ୍ଧି ପ୍ରାପ୍ତିପାଇଁ ଆବଶ୍ୟକୀୟ କାର୍ଯ୍ୟ କରିବା ଉଚିତ
Example
ଆମେ ଜୀବନରେ ଆଦର୍ଶବାଦକୁ ଆପଣେଇବା ଦରକାର