Imaginary Place Oriya Odia Meaning
କଳ୍ପିତ ଜାଗା, କଳ୍ପିତ ସ୍ଥାନ, କାଳ୍ପନିକ ଜାଗା, କାଳ୍ପନିକ ଦୁନିଆ, କାଳ୍ପନିକ ସ୍ଥାନ
Definition
ଏପରି ସ୍ଥାନ ଯାହା କଳ୍ପନାରେ ଥାଏ ବା ଯାହାର କଳ୍ପନା କରାଯାଏ
Example
କବି ନିଜ କବିତାରେ କାଳ୍ପନିକ ସ୍ଥାନର ପରିଭ୍ରମଣରେ ଚାଲିଯାଆନ୍ତି