Increase Oriya Odia Meaning
ଅଧିକ କରାଇବା, ଅଭିବୃଦ୍ଧି, ପରିବର୍ଦ୍ଧନ, ପରିବୃଦ୍ଧି, ବଢାଇବା, ବର୍ଦ୍ଧନ, ବର୍ଦ୍ଧିତ କରାଇବା, ବିକାଶ, ବୃଦ୍ଧି, ବୃଦ୍ଧି କରାଇବା
Definition
ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
Example
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ