Information Technology Oriya Odia Meaning
ଆଇଟି, ସୂଚନା ପ୍ରୌଦ୍ୟୋଗିକ
Definition
ଅଭିଯାନ୍ତ୍ରୀକ ଏକ ଶାଖା ଯେଉଁଠି ସୂଚନା ସଞ୍ଚିତ କରିବା କିମ୍ବା ପଠାଇବାପାଇଁ କମ୍ୟୁଟର ତଥା ଇଲେକଟ୍ରୋନିକ ଉପକରଣର ବ୍ୟବହାର ସମ୍ବନ୍ଧରେ ଜ୍ଞାନ ଦିଆଯାଏ
Example
ଆଜିକାଲି ସୂଚନା ପ୍ରୌଦ୍ୟୋଗିକ କ୍ଷେତ୍ରରେ ବହୁତ କାମ ହେଉଅଛି