Jest Oriya Odia Meaning
କୌତୁକ, ଥଟ୍ଟା, ଥଟ୍ଟା କରିବା, ଥଟ୍ଟା ତାମସା, ପରିହାସ, ପରିହାସ କରିବା, ବିନୋଦ କରିବା, ମଜା, ମଜା କରିବା, ହସ ପରିହାସ, ହସ ମଜା, ହାସ୍ୟ, ହାସ୍ୟୋକ୍ତି
Definition
କାହାରିକୁ ଚିଡ଼ାଇବା, ଦୁଃଖି କରାଇବା, ନୀଚ ବୋଲି ବିଚାରକରିବାଆଦି ନିମନ୍ତେ ସ୍ପଷ୍ଟ ଶବ୍ଦରେ ନହେଲେ ମଧ୍ୟ ସେହି ପ୍ରକାର ଅଭିପ୍ରାୟ ପ୍ରକାଶ କରୁଥିବା କୌଣସି କଥା କହିବା
Example
ମୋହନର କୃପଣତା ସଂପର୍କରେ ଶ୍ୟାମ ବ୍ୟଙ୍ଗ କଲା