Jest At Oriya Odia Meaning
ଉପହାସ କରିବା, ଦୋଷ ବାହାର କରିବା, ନିନ୍ଦା କରିବା, ହସି ଉଡାଇବା
Definition
କାହାରିକୁ ଚିଡ଼ାଇବା, ଦୁଃଖି କରାଇବା, ନୀଚ ବୋଲି ବିଚାରକରିବାଆଦି ନିମନ୍ତେ ସ୍ପଷ୍ଟ ଶବ୍ଦରେ ନହେଲେ ମଧ୍ୟ ସେହି ପ୍ରକାର ଅଭିପ୍ରାୟ ପ୍ରକାଶ କରୁଥିବା କୌଣସି କଥା କହିବା
Example
ମୋହନର କୃପଣତା ସଂପର୍କରେ ଶ୍ୟାମ ବ୍ୟଙ୍ଗ କଲା