Jibe Oriya Odia Meaning
ଆକ୍ଷେପ, କଟାକ୍ଷ, ବ୍ୟଙ୍ଗୋକ୍ତି
Definition
କାହାରିକୁ ଚିଡ଼ାଇବା, ଦୁଃଖି କରାଇବା, ନୀଚ ବୋଲି ବିଚାରକରିବାଆଦି ନିମନ୍ତେ ସ୍ପଷ୍ଟ ଶବ୍ଦରେ ନହେଲେ ମଧ୍ୟ ସେହି ପ୍ରକାର ଅଭିପ୍ରାୟ ପ୍ରକାଶ କରୁଥିବା କୌଣସି କଥା କହିବା
Example
ମୋହନର କୃପଣତା ସଂପର୍କରେ ଶ୍ୟାମ ବ୍ୟଙ୍ଗ କଲା