Labeled Oriya Odia Meaning
ଲେବୁଲବାଲା, ଲେବୁଲଲଗା
Definition
ଯାହାଉପରେ କିଛି ଲେଖା ହୋଇଥାଏ ବା ଚିହ୍ନ ଆଦି କରାଯାଇଥାଏ,ଯେଉଁଥିରେ ସେହି ବସ୍ତୁ ବିଷୟରେ ଅର୍ଥାତ ତାହାର ମୂଲ୍ୟ,କମ୍ପାନୀର ନାମ ଆଦିର ଠିକଣା ମିଳେ
Example
ଆମେ କୌଣସି ଜିନିଷ କିଣିଲା ପୂର୍ବରୁ ଠିକ ଭାବେ ଲେବଲକୁ ଦେଖିନେବା ଆବଶ୍ୟକ