Little Oriya Odia Meaning
ଅକିଞ୍ଚନ , ଅପ୍ରଚୁର, ଅଳ୍ପ, ଅଳ୍ପାଂଶ, ଏମିତି ସେମିତି, କମ, କମ୍, କାଣିଚାଏ, କିଛି, କିଛିଅଂଶ, କୁନିପିଲା, ଛୋଟ, ଛୋଟପିଲା, ଛୋଟମୋଟ, ଛୋଟିଆ, ଟିକିଏ, ଟିକେ, ତୁଚ୍ଛ, ନଗଣ୍ୟ, ନିୟୁନ, ମାମୁଲି, ଲେସ, ସାଧାରଣ
Definition
ଯାହା ବହୁତ କମ୍
Example
ଅତିଅଳ୍ପ ବର୍ଷା ହେବାକାରଣରୁ ଧାନରୋଇବା ପଛରେ ପଡ଼ିଯାଇଛି