Lock Oriya Odia Meaning
ତାଲା
Definition
କବାଟ, ସିନ୍ଦୁକଆଦି ବନ୍ଦ କରିବାପାଇଁ କଡ଼ାରେ ଲଗା ଯାଉଥିବା ଧାତୁ ନିର୍ମିତ ଯନ୍ତ୍ର
Example
ଚାବି ହଜିଯିବାରୁ ମୋତେ ବାକ୍ସରେ ଲାଗିଥିବା ତାଲା ଭାଙ୍ଗିବାକୁ ପଡ଼ିଲା