Longitude Oriya Odia Meaning
ରେଖାଂଶ
Definition
ପୃଥିବୀର ମାନଚିତ୍ରରେ ଉତ୍ତର-ଦକ୍ଷିଣକୁ ଟଣାଯାଇଥିବା ଏକ ସର୍ବମାନ୍ୟ ମଧ୍ୟରେଖାରୁ ପୂର୍ବ କିମ୍ବା ପଶ୍ଚିମ ଦେଶ ବା ସ୍ଥାନର ଦୂରତା
Example
ଅଷ୍ଟ୍ରେଲିଆ ପୃଥିବୀର ଶହେ ଦଶରୁ ଶହେ ଷାଠିଏ ରେଖାଂଶ ପୂର୍ବରେ ଅବସ୍ଥିତ