translate-calculator.com

Download Oriya Odia Dictionary APP

Madrasah Oriya Odia Meaning

ମକ୍‌ତବ, ମଦ୍ରାସା

Definition

ଛୋଟପିଲାମାନଙ୍କର ପାଠଶାଳା ଯେଉଁଠାରେ ମୌଲବୀମାନେ ଉର୍ଦ୍ଦୁ ସହିତ ଅନ୍ୟ ବିଷୟରେ ଶିକ୍ଷା ମଧ୍ୟ ଦେଇଥାନ୍ତି

Example

ମୌଲବୀ ରହମାନ୍‌ ନିଜ ଅଞ୍ଚଳର ଗରିବ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଗୋଟିଏ ମଦ୍ରାସା ଖୋଲିଛନ୍ତି

For more Download Oriya Odia Dictionary APP