Main Office Oriya Odia Meaning
କେନ୍ଦ୍ରୀୟ କାର୍ୟାଳୟ, ପ୍ରଧାନ କାର୍ଯ୍ୟାଳୟ, ମୁଖ୍ୟ କାର୍ୟାଳୟ, ମୁଖ୍ୟାଳୟ, ସଦର
Definition
ଚାରିଆଡ଼କୁ ବା ଦୂରଦୂରାନ୍ତ ବିସ୍ତାରିତ ହୋଇଥିବା ଅନ୍ୟ କାର୍ଯ୍ୟାଳୟଗୁଡ଼ିକୁ ସଂଚାଳିତ କରୁଥିବା ମୂଳ ବା ମୁଖ୍ୟ କାର୍ୟାଳୟ
Example
ଭାରତର ରାଜଧାନୀ ଦିଲ୍ଲୀ ହେବା କାରଣରୁ ସବୁ ରାଜନୈତିକ ଦଳର ପ୍ରଧାନ କାର୍ଯ୍ୟାଳୟ ଦିଲ୍ଲୀରେ ଅଛି