translate-calculator.com

Download Oriya Odia Dictionary APP

Maintain Oriya Odia Meaning

ଚଳାଇବା, ଜଗିବା, ଧାରଣ କରିବା, ନିର୍ବାହ କରିବା, ପହରାଦେବା, ରକ୍ଷାକରିବା, ରଖିବା, ସମ୍ଭାଳିବା, ସୁରକ୍ଷିତ ରଖିବା, ସ୍ଥାପନ କରିବା

Definition

କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା

Example

ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି

For more Download Oriya Odia Dictionary APP