Mention Oriya Odia Meaning
ଉଦ୍ଧରଣ, ଉଦ୍ଧୃତି, ଉଲ୍ଲେଖ କରିବା, ଚର୍ଚ୍ଚା କରିବା, ପ୍ରମାଣୋଲ୍ଲେଖ, ପ୍ରସଙ୍ଗ କରିବା, ରଚନା କରିବା
Definition
କାହା ବିଷୟରେ କିଛି କହିବାର ପ୍ରକ୍ରିୟା
Example
ଆଜିକାଲିର ନେତାମାନେ ସମସ୍ୟାଗୁଡ଼ିକର ସମାଧାନ ନକରି ସଭାସମିତିରେ କେବଳ ତାର ଉଲ୍ଲେଖ ମାତ୍ର କରୁଛନ୍ତି