Mesopotamia Oriya Odia Meaning
ମେସୋପଟାମିଆ
Definition
ଇରାକର ପାଖାପାଖି ଯେଉଁ ଅଞ୍ଚଳ ପ୍ରାଚୀନ କାଳରେ ବହୁତ ସମୃଦ୍ଧ ଥିଲା ଓ ସେହି ସ୍ଥାନର ସଭ୍ୟତା ଇତିହାସ ପ୍ରସିଦ୍ଧ
Example
ମେସୋପଟାମିଆରେ କବର ଭିତରୁ ମିଳିଥିବା ମୋହର ଗୁଡ଼ିକ ମଧ୍ୟରୁ ଅନେକରେ ଭାରତୀୟ ପଶୁମାନଙ୍କ ଚିତ୍ର ବି ଅଙ୍କିତ ହୋଇଛି