Mirage Oriya Odia Meaning
ମରୀଚିକା, ମୃଗ ମରୀଚିକା, ମୃଗତୃଷ୍ଣା
Definition
ମିଥ୍ୟା ଜଳାଭାସ ଯାହା କେବେକେବେ ମରୁଭୂମିରେ ବହୁତ ଖରାହେତୁ ହୋଇଥାଏ
Example
ଗ୍ରୀଷ୍ମଦିନେ ମରୁଭୂମିରେ ମୃଗତୃଷ୍ଣାର ଆଭାସ ମିଳେ