Monotheism Oriya Odia Meaning
ଅଦ୍ବୈତବାଦ, ଏକାତ୍ମବାଦ, ଏକେଶ୍ୱରବାଦ
Definition
ବେଦାନ୍ତର ଯେଉଁ ସିଦ୍ଧାନ୍ତରେ ଆତ୍ମା ଓ ପରମାତ୍ମାକୁ ଏକବୋଲି ଗ୍ରହଣ କରାଯାଏ ଏବଂ ବ୍ରହ୍ମ ଛଡ଼ା ସବୁ ବସ୍ତୁ ବା ତତ୍ତ୍ୱର ଅସ୍ତିତ୍ୱ ଅବାସ୍ତବିକ ବା ଅସତ୍ୟ ବୋଲି ଧରାଯାଏ
Example
ଆମ ଜେଜେ ଅଦ୍ୱୈତବାଦର ସମର୍ଥକ ଥିଲେ