Ocean Oriya Odia Meaning
ମହା ସମୁଦ୍ର, ମହାର୍ଣ୍ଣବ, ମହାସାଗର, ମହୋଦଧି, ସମୁଦ୍ର, ସାଗର
Definition
ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି
Example
ସମୁଦ୍ର ରତ୍ନର ଖଣି / ବାନରସେନା ସହାୟତାରେ ରାମ ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିଲେ