Partisanship Oriya Odia Meaning
ପକ୍ଷ, ପକ୍ଷପାତ, ଭେଦଭାବ
Definition
ଔଚିତ୍ୟ ବା ନ୍ୟାୟ ବିଚାର ଛାଡ଼ିକରି କୌଣସି ଗୋଟିଏ ପକ୍ଷର ଅନୁରୂପ ହେବା ପ୍ରବୃତ୍ତି ବା ସହାନୁଭୂତି ଏବଂ ସେହି ପକ୍ଷକୁ ସମର୍ଥନ କରିବା ପ୍ରକ୍ରିୟା ବା ଭାବ
Example
ଆମକୁ ପକ୍ଷପାତର ଉର୍ଦ୍ଧ୍ୱକୁଯାଇ ସର୍ବକଲ୍ୟାଣାର୍ଥେ କାର୍ଯ୍ୟ କରିବା ଉଚିତ