Period Oriya Odia Meaning
ଅବଧି, ଋତୁସ୍ରାବ, ପୂର୍ଣ୍ଣଛେଦ, ପୂର୍ଣ୍ଣଛେଦ ଚିହ୍ନ, ପୂର୍ଣ୍ଣବିରାମ, ପୂର୍ଣ୍ଣବିରାମ ଚିହ୍ନ, ମାସିକ ଧର୍ମ, ମାସିକିଆ, ମିଆଦ, ମେନସ, ସୀମା
Definition
ଲେଖାଆଦିରେ ସେହି ବିରାମ ଚିହ୍ନ ଯାହା କୌଣସି ବାକ୍ୟର ସମାପ୍ତିରେ ତା’ ଶେଷରେ ଲଗାଯାଇଥାଏ
Example
ଆଜିକାଲି ହିନ୍ଦୀ ଲେଖାରେ ପୂର୍ଣ୍ଣଚ୍ଛେଦ () ଜାଗାରେ ବିନ୍ଦୁ(.) ଲଗାଯାଉଛି