Picture Oriya Odia Meaning
ଆଖ୍ୟାନ, ଚଳ୍ଚିତ୍ର, ଚିତ୍ର, ଚିତ୍ରକଳା, ଚିତ୍ରକାରୀ, ଚିତ୍ରଣ, ଚିତ୍ରପଟ, ପିକ୍ଚ୍ର, ଫଟୋ, ଫିଲ୍ମ, ବଖାଣ, ବର୍ଣ୍ଣନ, ବର୍ଣ୍ଣନା, ବୃତ୍ତାନ୍ତ, ମୁଭି, ସିନେମା
Definition
ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି
Example
କଳାନିକେତନରେ ମକୱୁଲ୍ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି